ଯୋଗକୁ ଅନିବାର୍ଯ୍ୟ ଶିକ୍ଷାରେ ସାମିଲ କରାଯାଉ: ସଂସଦରେ ପ୍ରସ୍ତାବ ରଖିଲେ ସରୋଜା ପାଣ୍ଡେ
ନୂଆଦିଲ୍ଲୀ: ଯୋଗକୁ ଅନିବାର୍ଯ୍ୟ ଶିକ୍ଷାରେ ସାମିଲ କରାଯାଉ ବୋଲି ସଂସଦରେ ପ୍ରସ୍ତାବ ଆଗତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ଛତିଶଗଡ଼ ରାଜ୍ୟସଭା ସାଂସଦ ଡଃ: ସରୋଜା ପାଣ୍ଡେ।ଯୋଗକୁ ଖୁବ୍ କମ ସମୟ ମଧ୍ୟରେ ଜୁନ ୨୧ କୁ “ବିଶ୍ୱ ଯୋଗ ଦିବସ” ରୂପେ ପାଳନ କରିବା ପାଇଁ ୟୁଏନରେ ସ୍ୱୀକୃତି କରାଇ ପାରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ ସଦନରେ ସରୋଜା କହିଛନ୍ତି, “ଯୋଗ ଜୀବନର ଏକ ଅନିର୍ବାଜ୍ୟ ଅଙ୍ଗ।ଏହା ଆମ ଭାରତୀୟ … Continue reading ଯୋଗକୁ ଅନିବାର୍ଯ୍ୟ ଶିକ୍ଷାରେ ସାମିଲ କରାଯାଉ: ସଂସଦରେ ପ୍ରସ୍ତାବ ରଖିଲେ ସରୋଜା ପାଣ୍ଡେ
Copy and paste this URL into your WordPress site to embed
Copy and paste this code into your site to embed