ସଚିବାଳୟରେ ଚାଲିଲା ବ୍ଲ୍ୟୁ ଫିଲ୍ମ! ଆଉ ତା’ ପରେ…

ଭୁବନେଶ୍ୱର: ସଚିବାଳୟରେ ଚାଲିଲା ବ୍ଲ୍ୟୁ ଫିଲ୍ମ।ଏପରି ଘଟଣା ଘଟିଛି ରାଜସ୍ଥାନ ଜୟପୁରରେ ଥିବା ସଚିବାଳୟ ମଧ୍ୟରେ।ସଚିବାଳୟରେ ଥିବା ଖାଦ୍ୟ ଏବଂ ଯୋଗାଣ ବିଭାଗ ମିଟିଂ ଚାଲିଥିବା ସମୟରେ ହଠାତ ପର୍ଣ୍ଣ ଫିଲ୍ମର କ୍ଲିପ ଚାଲିବାର ଅଭିଯୋଗ ଆସିଛି।ମିଟିଂରେ ଅଧ୍ୟକ୍ଷତା କରୁଥିବା ବିଭାଗୀୟ ସଚିବ ମୁଗ୍ଧା ସିହ୍ନା ଏନଆଇସି ନିର୍ଦେଶକଙ୍କୁ ଘଟଣାର ଯାଞ୍ଚ କରିବାକୁ କହିଛନ୍ତି।ଖବର ମୁତାବକ ସେ ସମୟରେ ରୁମ ଭିତରେ ୧୦ ଜଣ ଲୋକ ଥିଲେ।ଯେତେବେଳେ କି ଅନ୍ୟାନ୍ୟ ଅଧିକାରୀମାନେ ଭିଡ଼ିଓ କନଫ୍ରେସିଙ୍ଗ କାମରେ ଲାଗିଥିଲେ।ଟେକ୍ନିକାଲ … Continue reading ସଚିବାଳୟରେ ଚାଲିଲା ବ୍ଲ୍ୟୁ ଫିଲ୍ମ! ଆଉ ତା’ ପରେ…