କର୍ମୀ ମାଙ୍କଡ଼, ନେତା ମଦାରୀ; “ଷ୍ଟକହୋମ ସିନଡ୍ରୋମ” ଲକ୍ଷଣ କି?

ନିଜର ସ୍ୱାର୍ଥ ସାଧନ ପାଇଁ ଜଣେ ମଦାରୀ ଜଙ୍ଗଲରୁ ଅସହାୟ ଅବସ୍ଥା ଦେଖି କୌଣସି ଏକ ଶିଶୁ ମାଙ୍କଡ଼ଟିଏ ଅଖାରେ ପୁରାଇ ନେଇ ଆସେ।ମାଙ୍କଡ଼ଟି ଅତ୍ୟନ୍ତ ଦୁର୍ବଳ ହୋଇ ନଯିବା ପର୍ଯ୍ୟନ୍ତ ତାକୁ ଅନାହାରରେ ରଖେ।ଶିଶୁ ମାଙ୍କଡ଼ଟି ଅତ୍ୟନ୍ତ କ୍ଷୁଧାର୍ତ୍ତ ହୋଇ ଅତି ବିକଳ ଭାବେ ମଦାରୀ ଆଡ଼କୁ ଚାହିଁ ରହେ।ସେତେବେଳେ ତାକୁ କିଛି ଖାଦ୍ୟ ଖାଇବାକୁ ଦିଆଗଲେ ସେ ମଦାରୀର ଦାସ ହୋଇ ରହିବାକୁ ଇଚ୍ଛା କରେ।ମଦାରୀର କେତେକ ଅସ୍ବଭାବିକ ନିର୍ଦ୍ଦେଶକୁ ମାଙ୍କଡ଼ଟି ମାନି ଚାଲିଥିବା … Continue reading କର୍ମୀ ମାଙ୍କଡ଼, ନେତା ମଦାରୀ; “ଷ୍ଟକହୋମ ସିନଡ୍ରୋମ” ଲକ୍ଷଣ କି?