ପୂଜ୍ୟ ପ୍ରତାପ ନନାଙ୍କୁ ପଦେ, (ବାଜେ କବିତା)

-ଅମ୍ଳାନ ପ୍ରହରାଜ(ବ୍ୟଙ୍ଗ ଗୋସେଇଁ) ପ୍ରତାପ ନନା ମୁଁ ଘରୁ ବାହାରେନି ନ ପିନ୍ଧିଲେ ସୁଟ୍ ଟାଇ। କିପରି ତୁମେ ହେ ଦିଲ୍ଲୀ ବାହାରିଛ ପଞ୍ଜାବୀ ଦେହେ ଗଳାଇ ? ଭୁବନେଶ୍ବରରେ ରହି, ଭାଗ୍ୟକୁ ନିନ୍ଦୁଚି ମୁମ୍ବାଇ,ଦିଲ୍ଲୀରେ ଫ୍ଲାଟ ଖଣ୍ଡେ ମୋର ନାଇଁ। ଦାମୀ ବ୍ରଅସକୁ ଇମ୍ପୋଟେଡ ପେଷ୍ଟ ସକାଳୁ ହୁଏ ମୋ ଲୋଡ଼ା। ନନା ହେ କେମିତି ନିମ୍ବ ଡାଳ ଭାଙ୍ଗି ଦାନ୍ତରେ ଦିଅ ରଗଡ଼ା ? ପିତା ଲାଗୁନି ସେଗୁଡ଼ା, ଟୁଇଟରେ ସେଇ ଫଟ ଗୁଡା … Continue reading ପୂଜ୍ୟ ପ୍ରତାପ ନନାଙ୍କୁ ପଦେ, (ବାଜେ କବିତା)