ଆଉ ଏକ ସମ୍ମାନ: ଏଥର ଆମେରିକାରେ ସମ୍ମାନୀତ ହେବେ ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିବ ଆଉ ଏକ ସମ୍ମାନ।ଆଉ ଏକ ଦେଶରେ ମୋଦୀ ସମ୍ମାନୀତ ହେବାକୁ ଯାଉଛନ୍ତି।ଏଥର ଆମେରିକାରେ ସମ୍ମାନୀତ ହେବେ ମୋଦୀ।ବିଲ୍ ଏବଂ ମେଲିଂଡା ଗେଟ୍ସ ଫାଉଣ୍ଡେସନ (ବିଏମଜିଏଫ) ପକ୍ଷରୁ “ସ୍ୱଚ୍ଛ ଭାରତ ଅଭିଯାନ” ପାଇଁ ନରେନ୍ଦ୍ର ମୋଦୀଙ୍କୁ ସମ୍ମାନୀତ କରାଯିବ।ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ତାଙ୍କୁ ସମ୍ମାନୀତ କରାଯିବ।ପିଏମଓର ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂ ଏ’ନେଇ ସୂଚନା ଦେଇଛନ୍ତି।ଜିତେନ୍ଦ୍ର ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ୟମୀ ଏବଂ ନୂଆ … Continue reading ଆଉ ଏକ ସମ୍ମାନ: ଏଥର ଆମେରିକାରେ ସମ୍ମାନୀତ ହେବେ ମୋଦୀ