ଜୀବନର ମୂଲ୍ୟ ବୁଝି.. ସ୍ଥଗିତ ହେଉ ପିପିଲି ଉପନିର୍ବାଚନ: ବାହାରୁଛନ୍ତି ଅନେକ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନା ମହାମାରୀ ଏବେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। କରୋନା ମହାମାରୀ ଅନେକ ଜୀବନ, ଜୀବିକା ଛଡ଼ାଇ ନେଉଛି। କରୋନା ବିରୋଧରେ ଲଢ଼େଇ ପାଇଁ କୋଭିଡ୍ ଯୋଦ୍ଧା ମାନେ ଦିନ ରାତି ଏକ କରିଦେଇଛନ୍ତି। କରୋନା କବଳରୁ ଜନସମାଜକୁ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଥିବା ଅନେକ କୋଭିଡ୍ ଯୋଦ୍ଧା ନିଜେ କରୋନାର ଶିକାର ହୋଇ ଯାଉଛନ୍ତି। ଅନେକ ହୃଦୟ ବିଦାରକ ଦୃଶ୍ୟ ମନ ମସ୍ତିଷ୍କକୁ ବିଚଳିତ କରିଦେଉଛି। କରୋନା ବିରୋଧରେ ଲଢ଼େଇ ପାଇଁ ଲକଡାଉନ, … Continue reading ଜୀବନର ମୂଲ୍ୟ ବୁଝି.. ସ୍ଥଗିତ ହେଉ ପିପିଲି ଉପନିର୍ବାଚନ: ବାହାରୁଛନ୍ତି ଅନେକ କରୋନା ଆକ୍ରାନ୍ତ