ଗ୍ରାଉଣ୍ଡ ଜିରୋରୁ ପାଟକୁରା

ଭୁବନେଶ୍ୱର ୧୫-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଆସନ୍ତା ୨୦ ତାରିଖ ଦିନ ପାଟକୁରା ନିର୍ବାଚନ ଅନୁଷ୍ଠିତ ହେଉଛି। ୨୪ ତାରିଖରେ ଭୋଟ ଗଣତି। କିଛି ନିୟମିତ ଖବର ସଂଗ୍ରହ କରିବା ପାଇଁ ଆଜି ଏହି ସାମ୍ବାଦିକ ଜଣକ ପାଟକୁରା ଗସ୍ତ କରିଥିଲେ। ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ପରେ ନିଜସ୍ୱ ଅଭିବ୍ୟକ୍ତିକୁ ଏଠାରେ ପ୍ରକାଶ କରୁଛୁ। ପ୍ରତିଦ୍ୱନ୍ଦୀ ମୂଳକ ନିର୍ବାଚନର କୌଣସି ସ୍ପଷ୍ଟ ଚିତ୍ର ପାଟକୁରାରେ ପରିଲକ୍ଷିତ ହେଲା ନାହିଁ। ଲାଗିଥିଲା ସତେ ଯେପରି ପାଟକୁରାବାସୀ … Continue reading ଗ୍ରାଉଣ୍ଡ ଜିରୋରୁ ପାଟକୁରା