ଓଡ଼ିଶା:କୋଣାର୍କରେ ଚାଲୁଛି ଅନଲାଇନ ସେକ୍ସ କାରବାର!

●ଅନଲାଇନରେ ହେଉଛି ବୁକିଂ ●ଦିଲ୍ଲୀ,ମୁମ୍ବାଇକୁ ବି ଲମ୍ବିଛି ଚେର ●କଷ୍ଟମରଙ୍କ ମଧ୍ୟରେ ପୁଲିସ,ପ୍ରଶାସନ ଅଧିକାରୀ ●ଯୁବତୀଙ୍କୁ ଦିଆଯାଉଛି ନିଶା ଏବଂ ସେକ୍ସ ଟାବଲେଟ ଭୁବନେଶ୍ୱର;୧୮;ଅକ୍ଟୋବର:ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନୀ ସ୍ଥଳ କୋଣାର୍କରେ ଚାଲୁଛି ଅନଲାଇନ ସେକ୍ସ କାରବାର!ତାହା ପୁଣି ପୁଲିସ ହେପାଜତରେ।ଖୋଦ କୋଣାର୍କରେ ୩୦/୪୦ ଯୁବତୀଙ୍କୁ ରଖାଯାଇ ଅନଲାଇନ ବୁକିଂ ମାଧ୍ୟମରେ ଚାଲିଛି ଦେହ ବେପାର।୨ଟାରୁ ରାତି ୧୧ଟା ଭିତରେ ଯୁବତୀମାନଙ୍କୁ ବିଭିର୍ଣ୍ଣ ସ୍ଥାନକୁ ପଠାଯାଉଛି।କୋଣାର୍କ ସମେତ ଯୁବତୀମାନଙ୍କୁ ପୁରୀ,ଭୁବନେଶ୍ୱର,ଦିଲ୍ଲୀ,ମୁମ୍ବାଇ ମଧ୍ୟ ପଠାଯାଉଛି।ବଙ୍ଗୀୟ ଯୁବତୀଙ୍କ ସମେତ ଓଡ଼ିଶାର ବିଭିର୍ଣ୍ଣ … Continue reading ଓଡ଼ିଶା:କୋଣାର୍କରେ ଚାଲୁଛି ଅନଲାଇନ ସେକ୍ସ କାରବାର!