ମୋଦୀ – ମନମୋହନ ସାକ୍ଷାତ: ହଜମ୍ ହେଲାନି ବୋଧେ ଏ’ ସାକ୍ଷାତ?

ଭୁବନେଶ୍ୱର: ଇତି ମଧ୍ୟରେ ବିଜେପି ଓଡ଼ିଶା ନବ ନିଯୁକ୍ତ ରାଜ୍ୟ ସଭାପତି ମନମୋହନ ସାମଲ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା। ଦଳକୁ ପୁନଃ ମଜଭୁତ କରିବା ଏବଂ ରାଜ୍ୟକୁ ଡବଲ୍ ଇଞ୍ଜିନ୍ ବିକାଶ ପଥରେ ନେବା ସହ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମୂଲ୍ୟବାନ ସମୟ ଏବଂ ମାର୍ଗଦର୍ଶନ ପାଇଁ ମୁଁ କୃତଜ୍ଞ ଏବଂ ମୁଁ ନିଶ୍ଚିତ ଯେ ତାଙ୍କ … Continue reading ମୋଦୀ – ମନମୋହନ ସାକ୍ଷାତ: ହଜମ୍ ହେଲାନି ବୋଧେ ଏ’ ସାକ୍ଷାତ?