ଧନ୍ୟ ବିଜେପି ମହିଳା ମୋର୍ଚ୍ଚା: ବିଜେପିକୁ ବୁଡ଼େଇ ଦେବ ଏ’ ଅଯୋଗ୍ୟ ଟିମ୍ !

ଭୁବନେଶ୍ୱର: ମୋଦୀ ହୁଅନ୍ତୁ କି ନବୀନ ହୁଅନ୍ତୁ, ପ୍ରାୟ ରାଜନୈତିକ ଦଳ ବା ଦଳର ମୁଖିଆ ଏବେ ମହିଳା ଭୋଟ୍ ଉପରେ ଅଧିକ ନଜର ଦେଉଛନ୍ତି। ହେବା ବି ସ୍ୱଭାବିକ। କାରଣ ମହିଳା ଭୋଟ୍ ଯେ ପ୍ରାୟତଃ ୫୦ ପ୍ରତିଶତ। ତେଣୁ ଅଧିକାଂଶ ଦଳ ଏବେ ମହିଳା ସଶକ୍ତିକରଣ ଉପରେ ଜୋର ଦେବା ସହ ସାଙ୍ଗଠନିକ ସ୍ତରରେ ମହିଳା ଚେହେରାକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏମିତିରେ ଏବେ ପୂର୍ବାପେକ୍ଷା ଅଧିକ ଶିକ୍ଷିତ ମହିଳା ରାଜନୀତିରେ ପ୍ରବେଶ କରୁଥିବା … Continue reading ଧନ୍ୟ ବିଜେପି ମହିଳା ମୋର୍ଚ୍ଚା: ବିଜେପିକୁ ବୁଡ଼େଇ ଦେବ ଏ’ ଅଯୋଗ୍ୟ ଟିମ୍ !