ଷଷ୍ଠୀ ଓଷା: ବାଳରିଷ୍ଟ ଖଣ୍ଡନ ପାଇଁ ହୁଏ ବାଡ଼ିଆ

ଷଷ୍ଠୀ ଓଷା।ଷଷ୍ଠୀ ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା।ଏହାକୁ ଷଠି ଓଷା ବା ଷଠୀ ବ୍ରତ ମଧ୍ୟ କୁହାଯାଏ।ଷଷ୍ଠୀ ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କୁହନ୍ତି।ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ) ଷଠି ଓଷା ପାଳନ ହୁଏ।ଷଠୀ ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ।ଗାଁରେ ମା’ ମାନେ ଷଠୀ ଦେବୀଙ୍କୁ ପୂଜା କରିଥାଆନ୍ତି।ଷଠୀ ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା’ ମାନେ ପୂଜିଥାଆନ୍ତି। ପାଳନ ବିଧି … Continue reading ଷଷ୍ଠୀ ଓଷା: ବାଳରିଷ୍ଟ ଖଣ୍ଡନ ପାଇଁ ହୁଏ ବାଡ଼ିଆ