୩୮ ଲକ୍ଷରୁ ଉର୍ଦ୍ଧ୍ୱ ପାଠକଙ୍କୁ ଧନ୍ୟବାଦ : ‘ଓଡ଼ିଆ ପୁଅ’ ପେଜ୍ ଭିଉଜ୍ ୫ ମିଲିୟନ୍ ଟପିଲା

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଥମ ଓଡ଼ିଆ ମୋବାଇଲ୍ ଖବର କାଗଜ/ନିୟୁଜ୍ ପୋର୍ଟାଲ୍ “ଓଡ଼ିଆ ପୁଅ”ର ପେଜ୍ ଭିୟୁର୍ସଙ୍କ ସଂଖ୍ୟା ୫ ମିଲିୟନ୍ ଟପିଛି।ଗୁଗଲ୍ ଆନାଲିଟିକ୍ସ ରିପୋର୍ଟ୍ ଅନୁଯାୟୀ “ଓଡ଼ିଆ ପୁଅ”ର ପେଜ୍ ଭିୟୁର୍ସଙ୍କ ସଂଖ୍ୟା ପାଖାପାଖି ୫ ମିଲିୟନ୍ ଏବଂ ୟୁନିକ୍ ୟୁଜର୍ସଙ୍କ ସଂଖ୍ୟା ୩୮ ଲକ୍ଷରୁ ଉର୍ଦ୍ଧ୍ୱ ପହଁଚିଛି।ଗୁଗୁଲ୍ ଆନାଲିଟକ୍ସ ରିପୋର୍ଟ ଅନୁଯାୟୀ, ୦୧, ଜାନୁୟାରୀ ୨୦୧୮ ରୁ ୩୧, ଅଗଷ୍ଟ, ୨୦୧୯ ମଧ୍ୟରେ “ଓଡ଼ିଆ ପୁଅ”ର ୟୁନିକ୍ ୟୁଜର୍ସ ସଂଖ୍ୟା (ନିୟମିତ ପାଠକ)ଙ୍କ ସଂଖ୍ୟା ଥିଲା ୩୮ … Continue reading ୩୮ ଲକ୍ଷରୁ ଉର୍ଦ୍ଧ୍ୱ ପାଠକଙ୍କୁ ଧନ୍ୟବାଦ : ‘ଓଡ଼ିଆ ପୁଅ’ ପେଜ୍ ଭିଉଜ୍ ୫ ମିଲିୟନ୍ ଟପିଲା