ଧର୍ମେନ୍ଦ୍ର ଜଣେ ପ୍ରକୃତ ଓଡ଼ିଆ: ତେବେ ବିଶ୍ୱଭୂଷଣ କ’ଣ ନକଲି ?

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି। କୋରାପୁଟ ଜିଲ୍ଲା କୋଟିଆକୁ ଯାଇ ସେଠାରେ ଉତ୍କଳ ଦିବସ ପାଳନ କରି ଧର୍ମେନ୍ଦ୍ର ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି ବୋଲି କହିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର। ଜଣେ କେନ୍ଦ୍ରମନ୍ତ୍ରୀ ହୋଇ “ଆନ୍ଧ୍ର ଗୋ ବ୍ୟାକ୍” ପରି ଏକ ବିବାଦୀୟ ନ୍ୟାରା ଦେଇ ସମାଲୋଚିତ ହେବା ପରେ ଧର୍ମେନ୍ଦ୍ରଙ୍କ ସମର୍ଥନରେ ବାହାରିଛି ଓଡ଼ିଶା ବିଜେପି। ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଭୃଗୁ … Continue reading ଧର୍ମେନ୍ଦ୍ର ଜଣେ ପ୍ରକୃତ ଓଡ଼ିଆ: ତେବେ ବିଶ୍ୱଭୂଷଣ କ’ଣ ନକଲି ?