ମୃତକଙ୍କୁ ନେଇ ରାଜନୀତି:ଲକ୍ଷ୍ମୀଧରଙ୍କ ମୃତ୍ୟୁର କାରଣ କ’ଣ?
★ଗୋଟିଏ ନୁହେଁ,ଲକ୍ଷ୍ମୀଧରଙ୍କର ଦୁଇଟି ଭିଡିଓ ଜାରି! ★ଆଜି ସରପଞ୍ଚଙ୍କ ଉପସ୍ଥିତିରେ ଲକ୍ଷ୍ମୀଧରଙ୍କ ପତ୍ନୀ କୁମାରୀ ବେହେରାଙ୍କ ଭିଡିଓ ଜାରି ଭୁବନେଶ୍ୱର:ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ପାଟଣା ସାହିର ଲକ୍ଷ୍ମୀଧର ବେହେରଙ୍କର ମୃତ ଦେହ ଉଦ୍ଧାର ହେଲା ମାଳୁଣି ପୋଖରୀ ପଛପଟେ ଥିବା ବିଲ ନିକଟସ୍ଥ ଏକ ଆମ୍ବଗଛ ନିକଟରୁ।ଦାନାଦାର ଖାଇ ଲକ୍ଷ୍ମୀଧର ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି।ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଦେଇଛି।ଆଜି ବ୍ୟବଚ୍ଛେଦ ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି। ତେବେ … Continue reading ମୃତକଙ୍କୁ ନେଇ ରାଜନୀତି:ଲକ୍ଷ୍ମୀଧରଙ୍କ ମୃତ୍ୟୁର କାରଣ କ’ଣ?
Copy and paste this URL into your WordPress site to embed
Copy and paste this code into your site to embed