ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଙ୍ଗ ସ୍ଥଳର ଫଟୋ ରିଲିଜ୍ କଲା ନାସା : ହାର୍ଡ ଲ୍ୟାଣ୍ଡିଙ୍ଗ ଥିଲା

ନୂଆ ଦିଲ୍ଲୀ ୨୭-୯ (ଓଡ଼ିଆ ପୁଅ) ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଙ୍ଗ ସ୍ଥଳର ଫଟୋ ରିଲିଜ୍ କରିଛି ନାସା। ନାସା ଦ୍ୱାରା କୁହାଯାଇଛିଯେ, ଚନ୍ଦ୍ରଯାନ -୨ ଲ୍ୟାଣ୍ଡର ବିକ୍ରମ, ସିମପେଲିୟସ ଏନ ଏବଂ ମଞ୍ଜିନସ ସି କ୍ରେଟର୍ସ ମଧ୍ୟରେ ଚନ୍ଦ୍ରର ଉଚ୍ଚ ପୃଷ୍ଠଭୂମି, ସମତଳ ଚିକ୍କଣ ଚଟାଣ ଉପରେ ୭ ସେପ୍ଟେମ୍ବର (ସଂଯୁକ୍ତ ରାଷ୍ଟ୍ର ଆମେରିକା ରେ ୬ ସେପ୍ଟେମ୍ବର)ରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବାକୁ ପ୍ରୟାସ କରିଥିଲା। କିନ୍ତୁ ବିକ୍ରମ ହାର୍ଡ ଲ୍ୟାଣ୍ଡିଙ୍ଗ କରିଥିଲା। ଚନ୍ଦ୍ର ପୃଷ୍ଠର ଉଚ୍ଚଭୂମିରେ … Continue reading ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଙ୍ଗ ସ୍ଥଳର ଫଟୋ ରିଲିଜ୍ କଲା ନାସା : ହାର୍ଡ ଲ୍ୟାଣ୍ଡିଙ୍ଗ ଥିଲା