ବିଶ୍ୱ ମହିଳା ଦିବସ ଅବସରରେ ମାହାଙ୍ଗାରେ ବିଶାଳ ମହିଳା ସମାବେଶ; ବିଜେଡି ମହିଳାଙ୍କୁ କେବଳ ଭୋଟ ବ୍ୟାଙ୍କ ବୋଲି ଭାବେ: ପୁରନ୍ଦେଶ୍ୱରୀ

ଭୁବନେଶ୍ୱର/କଟକ: ସଶକ୍ତ ହେଲେ ମହିଳା, ସଶକ୍ତ ହେବ ଦେଶ। ଯେଉଁଠି ମହିଳାଙ୍କ ସମ୍ମାନ ହୁଏ ସେଠି ଉନ୍ନତି ହୁଏ। ଦେଶର ଅନେକ ଜାଗାରେ ଝିଅ ଜନ୍ମ ହେବା ବୋଝ ବୋଲି ଚିନ୍ତା କରାଯାଏ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଝିଅଙ୍କୁ ଲକ୍ଷ୍ମୀ ବୋଲି ବିବେଚନା କରନ୍ତି। ଶାସନ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହା ପରଠାରୁ ମହିଳା ସଶକ୍ତୀକରଣ ପାଇଁ ନିଷ୍ଠାର ସହ କାର୍ଯ୍ୟ କରି ଆସୁଛନ୍ତି। ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ … Continue reading ବିଶ୍ୱ ମହିଳା ଦିବସ ଅବସରରେ ମାହାଙ୍ଗାରେ ବିଶାଳ ମହିଳା ସମାବେଶ; ବିଜେଡି ମହିଳାଙ୍କୁ କେବଳ ଭୋଟ ବ୍ୟାଙ୍କ ବୋଲି ଭାବେ: ପୁରନ୍ଦେଶ୍ୱରୀ