ad
ଓଡ଼ିଶା

ମାଛ ଧରିବାକୁ ଯାଇ ଗଲା ଜୀବନ

ତୁରୁମୁଙ୍ଗା ୯-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) ସାହାରପଡା ବ୍ଲକ ପ୍ରଧାନପଡା ଗ୍ରାମରେ ଘଟିଛି ଅଘଟଣ ମାଛ ଧରିବାକୁ ଯାଇ ବନ୍ଧରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ପ୍ରଧାନପଡା ଗ୍ରାମର ଜଗନ୍ନାଥ ମହାନ୍ତ(୪୫) ସେ ଗତକାଲି ବନ୍ଧକୁ ମାଛଧରିବା ପାଇଁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ବନ୍ଧରେ ବୁଡିଯାଇଥିଲେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସାହାରପଡା ଫାଣ୍ଡି ଅଧିକାରୀ ଅଶୋକ ନାଏକ ଶବକୁ ଜବତ କରି ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛନ୍ତି। ଏନେଇ ପାଟଣା ଥାନାରେ ୬/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top