ଲେଖା କରୁଛନ୍ତି କଳି; ସମୀର କରୁଛନ୍ତି ଅଳି: ଦ୍ଵନ୍ଦରେ କର୍ମୀ ..

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା ଏବଂ ଗାଳି କରିବାରେ ଯେଉଁ ପ୍ରମୁଖ ନେତାନେତ୍ରୀ ଗଣ ଅଛନ୍ତି ସେମାନଙ୍କ ମଧ୍ୟରେ ଲେଖାଶ୍ରୀ ଅନ୍ୟତମ। ୨୦୧୯ ନିର୍ବାଚନ ପରଠାରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ କହିବାରେ ଓଡ଼ିଶା ବିଜେପିର ବାକି ସବୁ ନେତାନେତ୍ରୀଙ୍କ ପାଟି ଖନି ମାରି ଯାଇଥିବା ବେଳେ ଲେଖାଙ୍କ ପାଟି କିନ୍ତୁ ବନ୍ଦ ହୋଇନି। ବିଶେଷ କରି ଏବେ କରୋନା ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ମୁହଁରେ ମାସ୍କ୍ ପିନ୍ଧିବା ସହ ନବୀନଙ୍କ … Continue reading ଲେଖା କରୁଛନ୍ତି କଳି; ସମୀର କରୁଛନ୍ତି ଅଳି: ଦ୍ଵନ୍ଦରେ କର୍ମୀ ..