ଦବଙ୍ଗଗିରୀ: ଉମାଙ୍କୁ କହିଥିଲେ, ଏବେ ଓମଙ୍କୁ କ’ଣ କହିବେ ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆ?

ଭୁବନେଶ୍ୱର: ନିକଟରେ ବିଭିନ୍ନ ପ୍ରସଙ୍ଗରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ୍ ଘେରାଉ କରିଥିଲା ଭାରତୀୟ ଜନତା ପାର୍ଟି। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ମନସ୍ମିତା ଖୁଣ୍ଟିଆ, କୃଷ୍ଣଚନ୍ଦ୍ର ଜଗଦ୍ଦେବ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ତେବେ, ସମସ୍ତଙ୍କୁ ବଳି ଯାଇଥିଲେ ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆ। … Continue reading ଦବଙ୍ଗଗିରୀ: ଉମାଙ୍କୁ କହିଥିଲେ, ଏବେ ଓମଙ୍କୁ କ’ଣ କହିବେ ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆ?