ଜନ୍ମଦିନ ପୂର୍ବରୁ କ୍ରୁନାଲ ପାଣ୍ଡ୍ୟାଙ୍କ ରେକର୍ଡ, ଦ୍ରୁତତମ ଅର୍ଦ୍ଧଶତକ – ପିତାଙ୍କୁ ମନେ ପକାଇ ପଡ଼ିଆରେ ଭରପୂର କାନ୍ଦିଲେ କୃଣାଲ ପାଣ୍ଡ୍ୟା, ଏହା ଦେଖି ଦାର୍ଦ୍ଦିକଙ୍କ ଆଖିରେ ଲୁହ

ପୁଣେ/ନୂଆ ଦିଲ୍ଲୀ ୨୩-୩ (ଓଡ଼ିଆ ପୁଅ) ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆରେ କ୍ରୁନାଲ ପାଣ୍ଡ୍ୟା ଡେବ୍ୟୁ କରିଥିଲେ। ତା’ପରେ ସେ ଅପରାଜିତ ଦ୍ରୁତତମ ଅର୍ଦ୍ଧଶତକ ମାଧ୍ୟମରେ ODI ରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି। ସାତ ନମ୍ବରରେ ବ୍ୟାଟିଂ କରି କ୍ରୁନାଲ ପାଣ୍ଡ୍ୟା ୩୧ ଟି ବଲରୁ ଅପରାଜିତ ୫୮ ରନ୍ ସଂଗ୍ରହ କରି ସାତଟି ଚୌକା ଓ ଦୁଇଟି ଛକା ସହ ଏହି ରନ୍‌ ସଂଗ୍ରହ କରି ଅପରାଜିତ ରହିଥିଲେ। ସେ ଏହି … Continue reading ଜନ୍ମଦିନ ପୂର୍ବରୁ କ୍ରୁନାଲ ପାଣ୍ଡ୍ୟାଙ୍କ ରେକର୍ଡ, ଦ୍ରୁତତମ ଅର୍ଦ୍ଧଶତକ – ପିତାଙ୍କୁ ମନେ ପକାଇ ପଡ଼ିଆରେ ଭରପୂର କାନ୍ଦିଲେ କୃଣାଲ ପାଣ୍ଡ୍ୟା, ଏହା ଦେଖି ଦାର୍ଦ୍ଦିକଙ୍କ ଆଖିରେ ଲୁହ