ଜଣେ ଡାକ୍ତର ନେତାଙ୍କ କରୋନା ସଚେତନତା ..
ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ୱ ଦେଇ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏହା ସହିତ କରୋନା ଭୂତାଣୁକୁ ମୁକାବିଲା କରିବା ପାଇଁ ସାବୁନ କିମ୍ବା ହ୍ୟାଣ୍ଡୱାସରେ ବାରମ୍ବାର ହାତ ଧୋଇବା, ବାହାରକୁ ବାହାରିଲା ମାନେ ମୁହଁରେ ମାସ୍କ୍ କିମ୍ବା ଫେସ୍ କଭର୍ ବ୍ୟବହାର କରିବା, ସାମାଜିକ ଦୂରତ୍ୱ ବାଜାଇ ରଖିବା ଏବଂ ଲକ୍ଡାଉନରେ ସରକାରଙ୍କ ନିୟମ ମାନିବାକୁ ସଚେତନ କରାଯାଉଛି। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ), କେନ୍ଦ୍ର … Continue reading ଜଣେ ଡାକ୍ତର ନେତାଙ୍କ କରୋନା ସଚେତନତା ..
Copy and paste this URL into your WordPress site to embed
Copy and paste this code into your site to embed