କୁଆଁରୀ ଝିଅଙ୍କ ଓଷା: ଜହ୍ନି ଓଷା ..

ଜହ୍ନି ଓଷା ଓଡ଼ିଶାରେ କୁଆଁରୀ ଝିଅ ମାନଙ୍କ ଦ୍ୱାରା ପାଳିତ ଏକ ଓଷା। ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ। ମାସ ସାରା ପ୍ରତି ଦିନ ଅପରାହ୍ନ ସମୟରେ ଜହ୍ନିଫୁଲ ଫୁଟିବା ପରେ ଜହ୍ନି ଫୁଲକୁ ନେଇ ତୁଳସୀ ଚଉରା ମୂଳେ କୁମାରୀ ମାନେ ବୃନ୍ଦାବତୀଙ୍କୁ ପୂଜା କରନ୍ତି। ଏଥିରେ ଲିଆ, ଉଖୁଡ଼ା, କଦଳୀ, କାକୁଡ଼ି ଆଦି ଭୋଗ କରନ୍ତି। ଗୀତ ବୋଲି, ହୁଳହୁଳି ଦେଇ ଝିଅମାନେ ସଞ୍ଜ ବେଳେ … Continue reading କୁଆଁରୀ ଝିଅଙ୍କ ଓଷା: ଜହ୍ନି ଓଷା ..