ରାହୁଲ ଗାନ୍ଧୀଙ୍କୁ ଆଶୀର୍ବାଦ ଦେବାକୁ ମନା କରିଦେଲେ ଶଙ୍କରାଚାର୍ଯ୍ୟ! ଘଟଣା ଲୁଚାଇ ଦେବାକୁ ଉଦ୍ୟମ?

ତିରୁବନନ୍ତପୁରମ:ରାହୁଲ ଗାନ୍ଧୀଙ୍କୁ ଆଶୀର୍ବାଦ ଦେବାକୁ ମନା କରିଦେଇଛନ୍ତି ଶୃଙ୍ଗେରୀ ମଠର ଶଙ୍କରାଚାର୍ଯ୍ୟ!ଘଟଣା ଅନୁଯାୟୀ,୨୨ ମାର୍ଚ୍ଚରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଶୃଙ୍ଗେରୀ ମଠର ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଯାଇଥିଲେ।ସେଠି ଏପରି କିଛି ଘଟିଲା,ଯାହା ନିଶ୍ଚିତ ଏକ ବଡ଼ ଖବର।ଦୂରଦର୍ଶନ ପତ୍ରକାର ଅଶୋକ ଶ୍ରୀବାସ୍ତବ ଜଗଦୀଶ ଚନ୍ଦ୍ରଙ୍କ ସାପ୍ତାହିକ ପତ୍ରିକାର ତଥ୍ୟ ଆଧାରରେ କହିଛନ୍ତି ଶଙ୍କରାଚାର୍ଯ୍ୟ ରାହୁଲ ଗାନ୍ଧୀ ଏବଂ ସିଦ୍ଧରମେୟାଙ୍କୁ ଆଶୀର୍ବାଦ ଦେବାକୁ ମନା କରିଦେଲେ।ଶଙ୍କରାଚାର୍ଯ୍ୟ କହିଲେ, “ଆପଣମାନେ ଏଠାକୁ ଆସିଛନ୍ତି, ଏଥିନେଇ … Continue reading ରାହୁଲ ଗାନ୍ଧୀଙ୍କୁ ଆଶୀର୍ବାଦ ଦେବାକୁ ମନା କରିଦେଲେ ଶଙ୍କରାଚାର୍ଯ୍ୟ! ଘଟଣା ଲୁଚାଇ ଦେବାକୁ ଉଦ୍ୟମ?