ପିସି ବିରୋଧରେ ଏକ ହେବା, ହକ୍ ନେବା ବୋଲି କହିବା; ପିସି ପ୍ରତିନିଧିଙ୍କୁ ଧରି ବୁଲିବା!

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ପିସି ସରକାର। ବିଜେଡି ସରକାର ନୁହେଁ, ଏହା ପିସି ସରକାର। ନବୀନ ସରକାରଙ୍କ ଶାସନରେ ପିସି କାରବାର ଏକ ଭୟଙ୍କର ରୋଗରେ ପରିଣତ ହୋଇଗଲାଣି। ଏହାକୁ ନେଇ ବିରୋଧୀ ବିଜେପି ପକ୍ଷରୁ ବାରମ୍ବାର ଅଭିଯୋଗ, ଆନ୍ଦୋଳନ, ହଙ୍ଗମା ଆଦି ହୋଇଛି। ବିଧାନସଭାରେ ବାରମ୍ବାର ପ୍ରଶ୍ନ ଉଠିଛି, ମୁଲତବୀ ପ୍ରସ୍ତାବ ଆସିଛି, ହଙ୍ଗମା ହୋଇଛି। “ପିସି ବିରୋଧରେ ଏକ ହେବା, ହକ୍ ନେବା” ନାମରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବ ସଂଯୋଜକ ସମ୍ମିଳନୀ କରାଯାଇ … Continue reading ପିସି ବିରୋଧରେ ଏକ ହେବା, ହକ୍ ନେବା ବୋଲି କହିବା; ପିସି ପ୍ରତିନିଧିଙ୍କୁ ଧରି ବୁଲିବା!