ମୋବାଇଲ୍ ବିଜି ରହିବାରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଯାଇ ସ୍ତ୍ରୀର ହାତ କାଟିଦେଲା ସ୍ୱାମୀ

ଭୁବନେଶ୍ୱର: ଛତିଶଗଡ଼ ଯଶପୁର ଜିଲ୍ଲା ଅନ୍ତର୍ଗତ ବଗିଚା ଷ୍ଟେସନ ଅଞ୍ଚଳରେ କରୋନା ସନ୍ଦିଗ୍ଧଙ୍କ ପାଇଁ କ୍ୱାରାଣ୍ଟିନ୍ ସେଣ୍ଟରରେ ଏକ ଦୁଃଖଦାୟକ ମାମଲା ସାମ୍ନାକୁ ଆସିଛି। କ୍ୱାରେଣ୍ଟାଇନ୍ କେନ୍ଦ୍ର ଛାତ ଡେଇଁ ଜଣେ କରୋନା ସନ୍ଦିଗ୍ଧ ଖସି ପଳାଇ ଯାଇଥିଲେ। ଯେତେବେଳେ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ ହେଲା, ଦେଖାଗଲା ଯେ ସେ ଯାଇ ତାଙ୍କ ପତ୍ନୀଙ୍କ ହାତ କାଟି ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାରୁ ନିଜ ଗାଁକୁ ଫେରିବା ପରେ ଏହି ପ୍ରବାସୀ ଶ୍ରମିକ ଲଲିତ … Continue reading ମୋବାଇଲ୍ ବିଜି ରହିବାରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଯାଇ ସ୍ତ୍ରୀର ହାତ କାଟିଦେଲା ସ୍ୱାମୀ