କିପରି ହେଲା ଗଣେଶଙ୍କର ହାତୀ ମୁଣ୍ଡ? କାହିଁକି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ମନା?

।|ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ ନିର୍ବିଘ୍ନମ୍ କୁରମେଦେବ,ସର୍ବକାର୍ଯ୍ୟେସୁ ସର୍ବଦା|। ଗଣେଶ ହେଉଛନ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର।ତେବେ ଗଣେଶଙ୍କର କିପରି ହାତୀ ମୁଣ୍ଡ ହେଲା, ତାହା ପୂରାଣରେ ବର୍ଣ୍ଣିତ ଅଛି।ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜ ଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ୍ୟାସ ଦେଲେ।ତାଙ୍କ ନାମ ହେଲା ଗଣେଶ।ଥରେ ମାତା ପାର୍ବତୀ ଗଣେଶଙ୍କୁ ଦ୍ୱାର ମୁହଁରେ ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ କରେଇ ନ’ଦେବା … Continue reading କିପରି ହେଲା ଗଣେଶଙ୍କର ହାତୀ ମୁଣ୍ଡ? କାହିଁକି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ମନା?