ବିଜେପି ସିନା ଖୋଜୁଥିଲା ବିଜେଡି ଲିଙ୍କ୍; ବାହାରି ପଡ଼ିଲା ବିଜେପି ଲିଙ୍କ୍!

ଭୁବନେଶ୍ୱର: ରାଣୀ ମହୁମାଛି ଅର୍ଚ୍ଚନାଙ୍କ ଘଟଣା ନେଇ ପୁଲିସ୍ ଯେତେ ଖୋଳତାଡ଼ କରୁଛି, ସେତେ ବଡ଼ବଡ଼ିଆଙ୍କ ଲିଙ୍କ୍‌ ପଦାକୁ ଆସୁଛି। କେତେବେଳେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନାମ ଆସୁଛି ତ’ ଆଉ କେତେବେଳେ ବିଧାୟକ, ମନ୍ତ୍ରୀଙ୍କ ନାମ ଉଠୁଛି। ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ଅର୍ଚ୍ଚନାଙ୍କ ସହିତ ସଂପର୍କ ଖବର ବାହାରକୁ ଆସିଲା। ଗୋଟିଏ ଫ୍ରେମରେ ଏମାନଙ୍କ ଫଟୋ ଭାଇରାଲ୍ ହେଲା। ଅର୍ଚ୍ଚନାଙ୍କ ଘର ପ୍ରତିଷ୍ଠାରେ ସୂର୍ଯ୍ୟ … Continue reading ବିଜେପି ସିନା ଖୋଜୁଥିଲା ବିଜେଡି ଲିଙ୍କ୍; ବାହାରି ପଡ଼ିଲା ବିଜେପି ଲିଙ୍କ୍!