ରୋବର୍ଟ କରିବ ହୋମ ଡେଲିଭରି:କବାଟ ଖୋଲିବ,ବାକ୍ସ ଉଠାଇବ!

ୱାଶିଂଟନ: ଆମେରିକା ଷ୍ଟାର୍ଟଅପ ଏଜିଲିଟୀ ରୋବୋଟିକ୍ସ ଦୁଇ ଗୋଡ଼ରେ ଚାଲୁଥିବା ଏପରି ଏକ ‘ଡିଜିଟ’ ରୋବର୍ଟ ତିଆରି କରିଛନ୍ତି, ଯାହାକୁ ହୋମ ଡେଲିଭରୀ ପାଇଁ ବ୍ୟବହାର କରାଯାଇ ପାରିବ।ପରୀକ୍ଷା ମୂଳକ ଭାବରେ ଦେଖାଯାଇଥିବା ଏହି ରୋବର୍ଟ ଏବେ ୧୮ କିଲୋଗ୍ରାମ ଓଜନ ପର୍ଯ୍ୟନ୍ତ ବସ୍ତୁ ଉଠାଇବାରେ ସକ୍ଷମ।ଏହି ରୋବର୍ଟ ନିଜ ଦୁଇ ହାତର ବ୍ୟବହାର, ସନ୍ତୁଳନ ରଖିବା,ବାକ୍ସ ଉଠାଇବା ଏବଂ କବାଟ ଖୋଲି ପାରିବାର କାମ କରିପାରିବ।/ଦେବଦତ୍ତ