ଆଜି ହୋଲି: ରଙ୍ଗ ଖେଳିବା ନେଇ କିଛି ସତର୍କତା ..

ଆଜି ରଙ୍ଗ ଆଉ ପ୍ରେମର ପର୍ବ ହୋଲି। ମୈତ୍ରୀର ତିଥି ଚନ୍ଦନ କର୍ପୂର ସହ ଅବିର ମିଶାଇ ପ୍ରସ୍ତୁତ ରଙ୍ଗ ପରସ୍ପରକୁ ଲେପନ କରାଯାଏ। ଏହାର ଆନ୍ତରିକ ମହତ୍ତ୍ବ ବୁଝି ସେଇ ସାତ୍ତ୍ଵିକ ଭାବକୁ ଧାରଣ କରି ନିଜ ଜୀବନର ସକଳ ଅସୂୟାକୁ ଶୁନ୍ୟ କରିବା, ମୈତ୍ରୀ ଭାବର ଉନ୍ମିଳନ କରିବାର ଦିନ ହୋଲି। ଆଧ୍ୟାମିିକ ଚିନ୍ତା ଚେତନାର ପରିପ୍ରକାଶ, କ୍ଷଣିକ ପାଇଁ ହେଉ ପଛେ ପକୃତିର ଅନନ୍ତ ଅପୂର୍ବ ରୂପ ଛଟାର ଅନୁଭବ, ହସ ଦୁଃଖ … Continue reading ଆଜି ହୋଲି: ରଙ୍ଗ ଖେଳିବା ନେଇ କିଛି ସତର୍କତା ..