ପବିତ୍ର “ରାମ ନବମୀ” ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ

।|ରାମାୟ ରାମ ଭଦ୍ରାୟ ରାମଚନ୍ଦ୍ରାୟ ମାନସେ ରଘୁନାଥାୟ ନାଥାୟ ସୀତାୟେ ପତୟେ ନମଃ|। ଆଜି ପବିତ୍ର ଶ୍ରୀରାମ ନବମୀ।ଚୈତ୍ର ଶୁକ୍ଳ ନବମୀରେ ରାମ ନବମୀ ପାଳନ କରାଯାଇଥାଏ।ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ୧୩ ତାରିଖରେ ପଡ଼ିଛି ରାମ ନବମୀ।ଏହି ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ।ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ।ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା।ରାଜାଙ୍କର ବଡଦୁଃଖ ଥିଲା ଯେ ତାଙ୍କର କୌଣସି ସନ୍ତାନ ନ ଥିଲେ।କୁଳଗୁରୁ ବଶିଷ୍ଠ ପ୍ରାର୍ଥିତ … Continue reading ପବିତ୍ର “ରାମ ନବମୀ” ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ