ଆଜି ଶ୍ରୀକୃଷ୍ଣ ଜନ୍ମ: ପବିତ୍ର ଜନ୍ମାଷ୍ଟମୀର ହାର୍ଦ୍ଦିକ ଅଭିନନ୍ଦନ

।।କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟଚ ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମୋନମଃ।। ଆଜି ପବିତ୍ର ଜନ୍ମାଷ୍ଟମୀ।ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ।ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାଆନ୍ତି।ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଏହା ପାଳନ କରାଯାଏ।ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି।ଶ୍ରୀମଦ୍ଭଗବଦ ଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି।ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ … Continue reading ଆଜି ଶ୍ରୀକୃଷ୍ଣ ଜନ୍ମ: ପବିତ୍ର ଜନ୍ମାଷ୍ଟମୀର ହାର୍ଦ୍ଦିକ ଅଭିନନ୍ଦନ