ଗୋଳବାଇର ଘଟଣା: ଜବତ ହାଡ଼ ମଣିଷର ନାଁ ପଶୁର ?

ଭୁବନେଶ୍ୱର: ଲକ୍ ଡାଉନ୍ ଘୋଷଣା ଭିତରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଗ୍ରାମରେ ଘଟିଗଲା ଏକ ଘଟଣା। ଏପ୍ରିଲ ୪ ତାରିଖରେ ଗୋଳବାଇ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରମାପାଟପୁର ଗ୍ରାମର ଜଣେ ୨୨/୨୩ ବର୍ଷୀୟା ଯୁବତୀଙ୍କର ମୃତ୍ୟୁ ଘଟିଲା। ପରିବାର ଲୋକ ଗ୍ରାମବାସୀଙ୍କୁ ନ’ଜଣାଇ ଳୁଚାଛପାରେ କିଛି ସହଯୋଗୀଙ୍କ ସାହାଯ୍ୟରେ ମଧ୍ୟ ରାତ୍ରିରେ ମଶାଣିକୁ ଆଣି ସଂପୃକ୍ତ ଯୁବତୀଙ୍କ ଶବଦାହ କଲେ। ଏହା ଜାଣିପାରି କିଛି ଗ୍ରାମବାସୀ ଏ’ ନେଇ ଜଙ୍କିଆ ଥାନାରେ ଯାଇ ଅଭିଯୋଗ … Continue reading ଗୋଳବାଇର ଘଟଣା: ଜବତ ହାଡ଼ ମଣିଷର ନାଁ ପଶୁର ?