ଗୀତା ଜୟନ୍ତୀ ଉପଲକ୍ଷେ ବିଶାଳ ବାଇକ୍ ରାଲି ଏବଂ ଧର୍ମସଭା ଆୟୋଜିତ ..

ଭୁବନେଶ୍ୱର: ପବିତ୍ର ଗୀତା ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା (ଶୌର୍ଯ୍ୟ ସଞ୍ଚଳନ) ଏବଂ ଧର୍ମସଭା ଆୟୋଜିତ ହୋଇଯାଇଛି। ଏଥିରେ ପ୍ରଖର ରାଷ୍ଟ୍ରବାଦୀ ତଥା ହିନ୍ଦୁତ୍ୱବାଦୀ ଯୁବାନେତ୍ରୀ ହରପ୍ରିୟା ସାହୁ ଯୋଗଦେଇ ପବିତ୍ର ଗୀତାର ମାହାତ୍ମ୍ୟ ବିଷୟରେ ଆଲୋକପାତ କରିବା ସହ ବୃଦ୍ଧି ପାଉଥିବା ଗୋହତ୍ୟା ଏବଂ ଲଭ୍ ଜିହାଦ୍ ବିରୋଧରେ ଧର୍ମଯୁଦ୍ଧ ପାଇଁ ଆହ୍ୱାନ କରିଛନ୍ତି। ପ୍ରଥମେ ଏକ ବିଶାଳ ଶୋଭାଯାତ୍ରା ରାମେଶ୍ୱର ଛକ ସ୍ଥିତ ମା’ ବଘେଇଙ୍କ … Continue reading ଗୀତା ଜୟନ୍ତୀ ଉପଲକ୍ଷେ ବିଶାଳ ବାଇକ୍ ରାଲି ଏବଂ ଧର୍ମସଭା ଆୟୋଜିତ ..