ମୋଦୀଙ୍କ ଉପରେ ଆଫ୍ରିଦିଙ୍କ ବିବାଦୀୟ ଟିପ୍ପଣୀ; ଗମ୍ଭୀରଙ୍କ ଜବାବ୍: ବାଂଲାଦେଶ ମନେ ଅଛି ତ ..

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏଣେ କରୋନା ଭୂତାଣୁ ବିରୋଧରେ ଲଢ଼େଇ ଜାରୀ ରଖିଥିବା ବେଳେ ପାକିସ୍ତାନ କିନ୍ତୁ ସେହି କାଶ୍ମୀର ପ୍ରସଙ୍ଗରେ ଚିତ୍କାର କରିବା ଚଲାଇଛି। ପାକିସ୍ତାନର ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି ଏହି ସମୟରେ କାଶ୍ମୀରର ପ୍ରସଙ୍ଗ ଉଠାଇ କାଶ୍ମୀର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାବଦରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସହିଦ ଆଫ୍ରିଦିଙ୍କ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ ପିଏମ ମୋଦୀ … Continue reading ମୋଦୀଙ୍କ ଉପରେ ଆଫ୍ରିଦିଙ୍କ ବିବାଦୀୟ ଟିପ୍ପଣୀ; ଗମ୍ଭୀରଙ୍କ ଜବାବ୍: ବାଂଲାଦେଶ ମନେ ଅଛି ତ ..