ଡବଲ ଇଞ୍ଜିନ୍: ଆପଣମାନେ ଖୁସି ତ’? ଦୃଶ୍ୟମାନ ହେବ କି ଅଦୃଶ୍ୟ ମେଣ୍ଟ!

ବୋଧେ,ଓଡ଼ିଶାରେ ଏବେ ଡବଲ ଇଞ୍ଜିନ ଲାଗିଯାଇଛି।କିନ୍ତୁ କମ୍ପାନୀ ଅଲଗା ଅଲଗା।ଗୋଟେ ବିଜେପି ଇଞ୍ଜିନ, ଗୋଟେ ବିଜେଡି ଇଞ୍ଜିନ!ଆପଣମାନେ ଖୁସି ତ’? ଭୁବନେଶ୍ୱର: ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିଥିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ଓଡ଼ିଶାରେ ବିକାଶ ଗତି ଅତି ମନ୍ଥର।ଓଡ଼ିଶାରେ ଦ୍ରୁତ ବିକାଶ କରିବାକୁ ହେଲେ ଡବଲ ଇଞ୍ଜିନ ଦରକାର।ମୋଦୀ ଏପରି କହିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେହି କଥାଟିକୁ (ଡବଲ ଇଞ୍ଜିନ) ବାରମ୍ବାର ଦୋହରାଇଲେ।କିନ୍ତୁ ଓଡ଼ିଶା ଲୋକ ସେକେଣ୍ଡ ଇଞ୍ଜିନ ପାଇଁ … Continue reading ଡବଲ ଇଞ୍ଜିନ୍: ଆପଣମାନେ ଖୁସି ତ’? ଦୃଶ୍ୟମାନ ହେବ କି ଅଦୃଶ୍ୟ ମେଣ୍ଟ!