ଜାଣନ୍ତି କି, ସଂସାରରେ ସବୁଠାରୁ ତୀବ୍ର କାମୁଡ଼ା କାହାର ..

ଥରେ ଜଣେ ରାଜା ରାଜ ଦରବାରରେ ଉପସ୍ଥିତ ଥିବା ସମସ୍ତ ବିଦ୍ୱାନ ମାନଙ୍କୁ ପ୍ରଶ୍ନ କଲେ, “ସଂସାରରେ ସବୁଠାରୁ ତୀବ୍ର କାମୁଡ଼ା କାହାର?” ଜଣେ କହିଲେ ବିରୁଡ଼ିର ସବୁଠାରୁ ତୀବ୍ର କାମୁଡ଼ା। ଆଉ ଜଣେ କହିଲେ, ବିଛାର ସବୁଠାରୁ ତୀବ୍ର କାମୁଡ଼ା। କେହି କେହି ସାପ, ମହୁମାଛି ଆଦିଙ୍କର କାମୁଡ଼ା ତୀବ୍ର ବୋଲି କହିଲେ। ମାତ୍ର ରାଜା ଏ’ ସବୁ ଉତ୍ତରରେ ସନ୍ତୁଷ୍ଟ ହେଲେ ନାହିଁ। ଜିଜ୍ଞାସାପୂର୍ଣ୍ଣ ଦୃଷ୍ଟିରେ ରାଜା ଦରବାରରେ ଉପସ୍ଥିତ ଥିବା ବୃଦ୍ଧ ମନ୍ତ୍ରୀଙ୍କ … Continue reading ଜାଣନ୍ତି କି, ସଂସାରରେ ସବୁଠାରୁ ତୀବ୍ର କାମୁଡ଼ା କାହାର ..