ଡାର୍ଟି ପଲଟିକ୍ସ: ବିଜେପି ଚାହୁଁଛି ବିଜେଡି ଜିତୁ, ବିଜେଡି ଚାହୁଁଛି ବିଜେପି ଜିତୁ! କିନ୍ତୁ, ପାଟକୁରାବାସୀ କ’ଣ ଚାହୁଁଛନ୍ତି?

ଭୁବନେଶ୍ୱର: ପାଟକୁରା ନିର୍ବାଚନ ଏକ ଗୋଳିଆ ପରିସ୍ଥିତି ସୃଷ୍ଟି କରିଛି।ଫଳାଫଳ କ’ଣ ହେବ ତାହା ଠିକରେ ଆକଳନ କରିହେଉ ନାହିଁ।ବିଜେପି ଚାହୁଁଛି ବିଜେଡି ଜିତୁ, ବିଜେଡି ଚାହୁଁଛି ବିଜେପି ଜିତୁ!କଂଗ୍ରେସର ଚାହିଁବାରେ ତ’ ତା’ ନିଜ ପାଇଁ କିଛି ମୂଲ୍ୟ ନାହିଁ।ତେବେ ପାଟକୁରାବାସୀ କ’ଣ ଚାହୁଁଛନ୍ତି ତାହା ଫଳାଫଳ ପରେ ହିଁ ଜଣାପଡ଼ିବ। କୁହାଯାଉଛି, ବିଜେପିର କିଛି ନେତା ଏବଂ ଏକ ପ୍ରଭାବୀ ଗୋଷ୍ଠୀ ଚାହୁଁଛନ୍ତି ବିଜୟ ମହାପାତ୍ର ହାରନ୍ତୁ।ଏହା ଆଜିର କଥା ନୁହେଁ।ବିଜୟ ମହାପାତ୍ର ବିଜେପିରେ … Continue reading ଡାର୍ଟି ପଲଟିକ୍ସ: ବିଜେପି ଚାହୁଁଛି ବିଜେଡି ଜିତୁ, ବିଜେଡି ଚାହୁଁଛି ବିଜେପି ଜିତୁ! କିନ୍ତୁ, ପାଟକୁରାବାସୀ କ’ଣ ଚାହୁଁଛନ୍ତି?