ମହାଭାରତର କର୍ଣ୍ଣ ଭୂମିକାରେ ଦିଲ୍ଲୀପ ରାୟ !

ଭୁବନେଶ୍ୱର: କୁହାଯାଏ, ବନ୍ଧୁତା କରିବ ତ’ କୃଷ୍ଣଙ୍କ ପରି ବନ୍ଧୁ ଅଥବା କର୍ଣ୍ଣଙ୍କ ପରି ବନ୍ଧୁଙ୍କ ସହ ବନ୍ଧୁତା କରିବ।କୃଷ୍ଣ ଏପରି ଜଣେ ବନ୍ଧୁ ଥିଲେ ଯିଏ ମହାଭାରତ ଯୁଦ୍ଧରେ ସଖା ଅର୍ଜୁନଙ୍କ ପାଇଁ ପ୍ରତ୍ୟକ୍ଷ ଯୁଦ୍ଧ କରି ନ’ଥିଲେ, କି ନିଜେ ଅସ୍ତ୍ର ଧରି ନ’ଥିଲେ।କିନ୍ତୁ ଯୁଦ୍ଧରେ ଅର୍ଜୁନ ତଥା ପାଣ୍ଡବଙ୍କର ବିଜୟ ସୁନିଶ୍ଚିତ କରାଇଥିଲେ କୃଷ୍ଣ।ସେହିପରି ଆଉ ଜଣେ ବନ୍ଧୁ ଥିଲେ କର୍ଣ୍ଣ।ଦୁର୍ଯ୍ୟୋଧନ ତଥା କୌରବଙ୍କର ପରାଜୟ ସୁନିଶ୍ଚିତ ଜାଣି ମଧ୍ୟ ବନ୍ଧୁତା ପାଇଁ … Continue reading ମହାଭାରତର କର୍ଣ୍ଣ ଭୂମିକାରେ ଦିଲ୍ଲୀପ ରାୟ !