କିଏ ଭୁଲ,ବିଜେପି ନାଁ ଦିଲ୍ଲୀପ ରାୟ? ଦିଲ୍ଲୀପ ଦୂରଉଛନ୍ତି ନାଁ’ ଦୂରେଇ ଦିଆଯାଉଛନ୍ତି?

ଭୁବନେଶ୍ୱର:କିଏ ଭୁଲ,ବିଜେପି ନାଁ ବିଜେପିର(ଏ ପର୍ଯ୍ୟନ୍ତ ରହିଥିବା) ରାଉରକେଲା ବିଧାୟକ ଦିଲ୍ଲୀପ ରାୟ?ବିଧାୟକ ହେବାର କିଛି ଦିନ ପରଠାରୁ ବିଜେପି ଏବଂ ଦିଲ୍ଲୀପ ରାୟଙ୍କ ଭିତରେ ଦୂରତା ଦେଖାଦେଇଛି।ବାସ୍ତବରେ ଦିଲ୍ଲୀପ ବିଜେପିଠାରୁ ଦୂରଉଛନ୍ତି ନାଁ’ ବିଜେପି ପକ୍ଷରୁ ତାଙ୍କୁ ଦୂରେଇ ଦିଆଯାଉଛି? ଏକଦା ବିଜୁ ବାବୁଙ୍କ ମାନସ ପୁତ୍ର କୁହାଯାଉଥିବା ଏବଂ ବିଜୁ ପଟ୍ଟନାୟକଙ୍କ ଅତି ନିକଟର ଥିବା ଦିଲ୍ଲୀପ ରାୟ ପରବର୍ତ୍ତୀ ସମୟରେ “ବିଜୁ ଜନତା ଦଳ” ଗଠନରେ ପ୍ରତିଷ୍ଠାତା ସଦସ୍ୟ ଥିଲେ।ବିଜୁ ବାବୁଙ୍କ ପୁଅ … Continue reading କିଏ ଭୁଲ,ବିଜେପି ନାଁ ଦିଲ୍ଲୀପ ରାୟ? ଦିଲ୍ଲୀପ ଦୂରଉଛନ୍ତି ନାଁ’ ଦୂରେଇ ଦିଆଯାଉଛନ୍ତି?