ମୋଦୀଙ୍କ ଆଗମନରେ ସଜେଇ ହେଲାଣି ଆମେରୀକାର ଏହି ସହର : ଚାରିଆଡେ ମୋଦୀ, ମୋଦୀ – ହାତରେ ତିରଙ୍ଗା

ଆମେରୀକାର ହ୍ୟୁଷ୍ଟନ ସହରର ହାଇୱେରେ ଡିଜିଟାଲ୍ ବିଲ୍ ବୋର୍ଡ଼ ସାଙ୍ଗକୁ ସାଇନ୍ ବୋର୍ଡ଼ରେ ଚମକୁଛି ହ୍ୟୁଷ୍ଟନ ସହର। ହେବ ‘ହାଓଡୀ ମୋଦୀ’ କାର୍ଯ୍ୟକ୍ରମ। ଆମେରୀକାରେ ଦେଖିବାକୁ ମିଳିବ ଦିଲ୍ଲୀର ରାମଲୀଲା ମୈଦାନ ପରି ଜନ ଗହଳି। ହ୍ୟୁଷ୍ଟନ ୧୩-୯ (ଓଡ଼ିଆ ପୁଅ) ଆମେରିକା ର ହ୍ୟୁଷ୍ଟନରେ ୨୨ ସେପ୍ଟେମ୍ବରରେ ହେବ ‘ହାଓଡୀ ମୋଦୀ’ କାର୍ଯ୍ୟକ୍ରମ। କୁହାଯାଉଛିଯେ, ଏଠାରେ ଦେଖିବାକୁ ମିଳିବ ଦିଲ୍ଲୀର ରାମଲୀଲା ମୈଦାନ ପରି ଲୋକାରଣ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି କାର୍ଯ୍ୟକ୍ରମକୁ ସଫଳ ବନାଇବା … Continue reading ମୋଦୀଙ୍କ ଆଗମନରେ ସଜେଇ ହେଲାଣି ଆମେରୀକାର ଏହି ସହର : ଚାରିଆଡେ ମୋଦୀ, ମୋଦୀ – ହାତରେ ତିରଙ୍ଗା