ଲେଖାଶ୍ରୀଙ୍କୁ ଅଶ୍ଳୀଳ ମେସେଜ୍: ବିଜେଡିକୁ ବିବାଦ ଭିତରକୁ ଟାଣିଲେ ଲେଖା

ଭୁବନେଶ୍ୱର: ସାଇବର କ୍ରାଇମ ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଅତି ସୁବିଧାରେ ଜଣେ ଜଣଙ୍କୁ ଅଶ୍ଳୀଳ ମେସେଜ୍ ପଠାଇ ପାରୁଛି।ବିଶେଷତଃ ନାରୀମାନେ ଏହାର ଶିକାର ହେଉଛନ୍ତି।ଅନେକ ସମୟରେ ଲୋକ ଲଜ୍ଜାରୁ କିମ୍ବା ଅଯଥା ବିବାଦରୁ ଦୂରେଇ ରହିବା ପାଇଁ ପିଡ଼ିତା ନିରବ ରହୁଛନ୍ତି।ପୋଲିସର ସାଇବର ସେଲ ମଧ୍ୟ ଏ’ ଦିଗରେ ସେତେଟା ଜାଗ୍ରତ ରହୁନାହିଁ। ପବିତ୍ର “ଗୁରୁ ପୂର୍ଣ୍ଣିମା”ର ହାର୍ଦ୍ଦିକ ଅଭିନନ୍ଦନ ଏହିପରି ଏକ ଘଟଣା ଘଟିଛି ଓଡ଼ିଶା ବିଜେପି … Continue reading ଲେଖାଶ୍ରୀଙ୍କୁ ଅଶ୍ଳୀଳ ମେସେଜ୍: ବିଜେଡିକୁ ବିବାଦ ଭିତରକୁ ଟାଣିଲେ ଲେଖା