ଗାଈଗୋରୁଙ୍କର ରକ୍ଷା ପାଇଁ ଦେଶରେ ହୋଇପାରେ ଏକ ସମାନ ନୀତି; ଗୋମାତା ହିନ୍ଦୁ କି ମୁସଲିମ ନୁହଁ: ପ୍ରତାପ ଷଢ଼ଙ୍ଗୀ

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ଦେଶରେ ବୁଲା ଗାଈ ମାନଙ୍କର ରକ୍ଷା ପାଇଁ ଏକ ସମାନ ନୀତି ଲାଗୁ କରାଯାଇପାରେ।ଏହା କହିଛନ୍ତି କେନ୍ଦ୍ରୀୟ ପଶୁପାଲନ ରାଜ୍ୟ ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ।ପ୍ରତାପ କହିଛନ୍ତି କି କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଲା ଗାଈମାନଙ୍କର ରକ୍ଷା ପାଇଁ ସମ୍ପୂର୍ଣ୍ଣ ଦେଶରେ ଏକ ସମାନ ନୀତି ଲାଗୁ କରିବାର ଯୋଜନା ପ୍ରସ୍ତୁତ କରାଯାଉଛି। ଭୋପାଲରେ ଶନିବାର ଦିନ ଆୟୋଜିତ ୨୯ତମ ଇଣ୍ଡିଆନ୍ ଭେଟନାରୀ କନ୍ଫରେନ୍ସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତାପ ଷଢ଼ଙ୍ଗୀ କହିଛନ୍ତି କି … Continue reading ଗାଈଗୋରୁଙ୍କର ରକ୍ଷା ପାଇଁ ଦେଶରେ ହୋଇପାରେ ଏକ ସମାନ ନୀତି; ଗୋମାତା ହିନ୍ଦୁ କି ମୁସଲିମ ନୁହଁ: ପ୍ରତାପ ଷଢ଼ଙ୍ଗୀ