ଆଶାର କିରଣ: ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବ ଭାରତରେ ପ୍ରସ୍ତୁତ କୋଭିଡ୍- ୧୯ ଟିକା; ମୂଲ୍ୟ ରହିବ ମାତ୍ର ..

ଭୁବନେଶ୍ୱର: ଭାରତରେ କରୋନା ଟିକା ପ୍ରସ୍ତୁତ କରିବାରେ ନିୟୋଜିତ ଥିବା ମହାରାଷ୍ଟ୍ରର ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଯଦି ପରୀକ୍ଷଣ ସଫଳ ହୁଏ, ତେବେ ଏହାର ଉତ୍ପାଦନ ଆସନ୍ତା ମାସ ଶେଷରୁ ଆରମ୍ଭ ହେବ ଏବଂ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ବଜାରରେ ଏହା ଉପଲବ୍ଧ ହେବ। ଏହା ମାତ୍ର ୧୦୦୦ ଟଙ୍କାରେ ଭାରତୀୟ ବଜାରରେ ଉପଲବ୍ଧ ହୋଇପାରିବ। ପୁନାୱାଲା କହିଛନ୍ତି ଯେ ବ୍ରିଟେନରେ ଟୀକା କରଣର … Continue reading ଆଶାର କିରଣ: ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବ ଭାରତରେ ପ୍ରସ୍ତୁତ କୋଭିଡ୍- ୧୯ ଟିକା; ମୂଲ୍ୟ ରହିବ ମାତ୍ର ..