କୋଭିଡ୍- ୧୯ ମହାମାରୀ; ଏକ ବିନମ୍ର ନିବେଦନ: ବିଷ୍ଣୁ ସେଠୀ

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣ ନେଇ ଆଜି ସମସ୍ତେ ଆତଙ୍କିତ। ସବୁ ସ୍ତରରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରୀ ରହିଛି। ଏ’ ଭିତରେ କରୋନା ମହାମାରୀ ନେଇ ଏକ ନିବେଦନ କରିଛନ୍ତି ମାନନୀୟ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ। ବିଷ୍ଣୁ ସେଠୀ କହିଛନ୍ତି, “ଭଦ୍ରକ ଜିଲ୍ଲାର ସମସ୍ତ ସଚେତନ ନାଗରିକ ମାନଙ୍କୁ ମୋର ବିନମ୍ର ଅନୁରୋଧ, ସାମ୍ପ୍ରତିକ ବିଶ୍ୱ ମହାମାରୀ କରୋନାରୁ ମୁକ୍ତ ହେବା ପାଇଁ ପ୍ରଥମେ ଆମେ ନିଜକୁ … Continue reading କୋଭିଡ୍- ୧୯ ମହାମାରୀ; ଏକ ବିନମ୍ର ନିବେଦନ: ବିଷ୍ଣୁ ସେଠୀ