ଜିଲ୍ଲାପାଳ କ୍ଷମତା; ଅପରାଧୀ ମାନସିକତା: କରୋନା ଯୋଦ୍ଧାଙ୍କ ମଦ କାରବାର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ବଡ଼ କ୍ଷମତା ଦେଲେ। ନିଷ୍ଠା ଏବଂ ଦାୟିତ୍ୱର ସହ କରୋନା ମୁକାବିଲା ଦିଗରେ କାମ କରିବାକୁ ସରପଞ୍ଚ ମାନେ ଶପଥ ନେଲେ। ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଗଲା। ତେବେ, ଏହାକୁ ନେଇ କେତେକ ସ୍ତରରେ ସ୍ୱାଗତ କରାଯିବା ବେଳେ କେତେକ ସ୍ତରରେ ସମାଲୋଚନା ମଧ୍ୟ କରାଗଲା। ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯିବାକୁ ନେଇ କେହି ମାଙ୍କଡ଼ ହାତରେ ଶାଳଗ୍ରାମ ବୋଲି କହିଲା ତ’ କିଏ … Continue reading ଜିଲ୍ଲାପାଳ କ୍ଷମତା; ଅପରାଧୀ ମାନସିକତା: କରୋନା ଯୋଦ୍ଧାଙ୍କ ମଦ କାରବାର