ଓଡ଼ିଆ ନବ ବର୍ଷର ଶୁଭେଛା ଜଣାଇଲେ ମୋଦୀ ଏବଂ ନବୀନ

ଭୁବନେଶ୍ୱର: ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଛା ଏବଂ ଅଭିନନ୍ଦନ ଜଣାଇଛନ୍ତି।ଉଭୟ ଏ’ ନେଇ ଟ୍ୱିଟ କରିଛନ୍ତି। ମହା ବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବ ବର୍ଷର ଅଭିନନ୍ଦନ ପବିତ୍ର ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦରୁ ନବ ବର୍ଷଟି ଆମ ସମସ୍ତଙ୍କ … Continue reading ଓଡ଼ିଆ ନବ ବର୍ଷର ଶୁଭେଛା ଜଣାଇଲେ ମୋଦୀ ଏବଂ ନବୀନ