“ବୋଲ୍ ବମ୍ – ହର ହର ବମ୍” : ଆଜି ଶ୍ରାବଣ ମାସ ପ୍ରଥମ ସୋମବାର

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର।”ବୋଲ୍ ବମ୍ – ହର ହର ବମ୍” ଧ୍ୱନୀରେ ପ୍ରକମ୍ପିତ ପରିବେଶ ମଧ୍ୟରେ କାଉଡ଼ିଆ ମାନେ ଆଜି ମହାଦେବଙ୍କ ମସ୍ତକରେ ପାଣି ଢାଳିବେ।ନିଜ ନିଜ ମାନସିକ ଭିତରେ ଥିବା ପବିତ୍ର ନଦୀରୁ ଦୁଇ, ଚାରି ଦିନ ପୂର୍ବରୁ କିମ୍ୱା ତା’ ପୂର୍ବରୁ ଜଳ ଉଠାଇ କାଉଡ଼ିଆମାନେ ବାହାରି ପଡ଼ିଥିବେ।ଏବଂ ଆଜି ଚଳିତ ବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାରରେ ପ୍ରାତଃ କାଳରେ ଜଳସାୟୀ କରିଥିବେ (ପାଣି ଢାଳିବେ)।ଏହିପରି ଶ୍ରାବଣ ମାସର ପ୍ରତ୍ୟକ … Continue reading “ବୋଲ୍ ବମ୍ – ହର ହର ବମ୍” : ଆଜି ଶ୍ରାବଣ ମାସ ପ୍ରଥମ ସୋମବାର