ବିଜେପିରେ ବଡ଼ ପରିବର୍ତ୍ତନ: ରାଷ୍ଟ୍ରୀୟ ସଙ୍ଗଠନ ସଂପାଦକ ରାମଲାଲଙ୍କୁ ଫେରାଇ ନେଲା ସଂଘ

ନୂଆଦିଲ୍ଲୀ: ବିଜେପିରେ ଏକ ବଡ଼ ପରିବର୍ତ୍ତନ ଘଟିଛି।ବିଜେପିର ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ରାମଲାଲଙ୍କୁ ସଂଘ ଫେରାଇ ନେଇଛି।ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପରେ ସଙ୍ଗଠନ ସମ୍ପାଦକ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ।ସଙ୍ଗଠନ ସମ୍ପାଦକ ପଦବୀ ନିଯୁକ୍ତିରେ ବିଜେପିର କୌଣସି ଭୂମିକା ନଥାଏ।ସଂଘ(ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ) ତାର ଜଣେ ବରିଷ୍ଠ ପ୍ରଚାରକଙ୍କୁ ଏହି ଦାୟିତ୍ୱ ଦେଇଥାଏ।ସଂଘ ଏବଂ ଭାଜପା ମଧ୍ୟରେ ସମନ୍ୱୟ ରଖିବା ସଙ୍ଗଠନ ସମ୍ପାଦକର ଦାୟିତ୍ୱ ହୋଇଥାଏ।ରାମଲାଲଙ୍କୁ ଭାଜପାରୁ ଫେରାଇ ନେଇ ସଂଘ ତାଙ୍କୁ ଅଖିଳ ଭାରତୀୟ ସହ … Continue reading ବିଜେପିରେ ବଡ଼ ପରିବର୍ତ୍ତନ: ରାଷ୍ଟ୍ରୀୟ ସଙ୍ଗଠନ ସଂପାଦକ ରାମଲାଲଙ୍କୁ ଫେରାଇ ନେଲା ସଂଘ