ବିଜେପିର ବ୍ଲକ ଘେରାଉ ଓ ତାଲାପକା କାର୍ଯ୍ୟକ୍ରମ:ଶେଷ ଘେରାଉ ଏବଂ ତାଲା ପକା ଏବେ ବାକି ଅଛି!

ଭୁବନେଶ୍ୱର;୦୫,ନଭେମ୍ବର:ବିଜେପି ପକ୍ଷରୁ ଏବେ ଚାଲିଛି ବ୍ଲକ ଘେରାଉ କାର୍ଯ୍ୟକ୍ରମ।ବିଜେଡି ଶାସନ କାଳରେ ପିସି,ଦୁର୍ନୀତି,ଭ୍ରଷ୍ଟାଚାର ଏବଂ ପ୍ରିୟାପ୍ରୀତି ତୋଷଣ ଆଦି ବିରୋଧରେ ରାଜ୍ୟର ସମସ୍ତ ଜିଲ୍ଲାର ବିଭିର୍ଣ୍ଣ ବ୍ଲକରେ ବିଜେପି କରୁଛି ସମାବେଶ,ବିକ୍ଷୋଭ ଏବଂ ଘେରାଉ।ବାସ୍ତବରେ ଦେଖିବାକୁ ଗଲେ ବିଜେଡି ବିରୋଧରେ ବିଜେପି ପକ୍ଷରୁ ବୋଧହୁଏ ପ୍ରଥମ ଥର ପାଇଁ ଏପରି ବଡ଼ ଧରଣର ସମାବେଶ,ବିକ୍ଷୋଭ ବା ଘେରାଉ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି।କାର୍ଯ୍ୟକ୍ରମ ଖୁବ୍ ପ୍ରଭାବୀ ରହୁଛି।ବହୁ ସଂଖ୍ୟାରେ ଜନସମାଗମ ହେଉଛି।ବିଜେଡି ବିରୋଧରେ ଜନ ଆକ୍ରୋଶ ସୃଷ୍ଟି କରାଯାଉଛି।ପୂର୍ବରୁ … Continue reading ବିଜେପିର ବ୍ଲକ ଘେରାଉ ଓ ତାଲାପକା କାର୍ଯ୍ୟକ୍ରମ:ଶେଷ ଘେରାଉ ଏବଂ ତାଲା ପକା ଏବେ ବାକି ଅଛି!