ବିନା ମେଘରେ ବଜ୍ରପାତ: ଏହା ହୋଇପାରେ ଏମାନଙ୍କ ଶେଷ ଶୁଭେଚ୍ଛା ..!

ଭୁବନେଶ୍ୱର: ଇତି ମଧ୍ୟରେ ବିନା ମେଘରେ ବଜ୍ରପାତ ପରି ରାତି ପାଇଲା ବେଳକୁ ରାଜ୍ୟ ବିଜେପି ସଭାପତି ବଦଳି ଗଲେ। ନବନିଯୁକ୍ତ ସଭାପତି ମନମୋହନ ସାମଲ ଧରିଲେ ରାଜ୍ୟ ବିଜେପିର ମଙ୍ଗ। ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା ନେତାଗଣ ଜଳକା ହୋଇଗଲେ। ଏମାନଙ୍କ ପାଇଁ ଏହି ଘୋଷଣା ଅପ୍ରୟାସିତ ଥିଲା। ସବୁ କିଛି ଓଲଟିଗଲା! ଇଏ ହେଲେ ସେହି ମନମୋହନ ଯିଏ ମେଣ୍ଟ ସରକାର ସମୟରେ ନବୀନ ପଟ୍ଟନାୟକଙ୍କ ପରେ ଦ୍ଵିତୀୟ ପାୱାରଫୁଲ୍ ମିନିଷ୍ଟର ଥିଲେ। ଓଡ଼ିଶା … Continue reading ବିନା ମେଘରେ ବଜ୍ରପାତ: ଏହା ହୋଇପାରେ ଏମାନଙ୍କ ଶେଷ ଶୁଭେଚ୍ଛା ..!